Multilevel Car Parking in Saheed Nagar, Bhubaneswar

ଭୁବନେଶ୍ୱରର,ସହିଦ ନଗରରେ ଏକ ମଲ୍ଟି ଲେଭଲ୍ କାର୍ ପାର୍କିଂ (MLCP) ବିଲ୍ଡିଂ ତିଆରି ହୋଇଛି | ଏଠାରେ ଏକାଥରରେ ସର୍ବନିମ୍ନ 250 ଗୋଟି କାର୍ ପାର୍କିଂ ହୋଇ ପାରିବ  | ଯେଉଁମାନେ ୟୁନିଟ୍-୧,ୟୁନିଟ୍-୨ ବଜାର କିମ୍ଭା  ନିକଟବର୍ତ୍ତୀ ଅଞ୍ଚଳକୁ ଆସିବେ,ଏଠାରେ କାର୍ ପାର୍କିଂ କରି ପାରିବେ |  ଏହା ସହ ଏଥିରେ ଅଫିସ୍, ରେଷ୍ଟୁରାଣ୍ଟ ଇତ୍ୟାଦିରେ ବ୍ୟବସାୟିକ ସ୍ଥାନ ମଧ୍ୟ ଲିଜ୍ ଦିଆଯିବାର ସୂଚନ ଅଛି |
 






Post a Comment

0 Comments