ଗଞ୍ଜାମ ଜିଲ୍ଲା ର ଆସ୍କା ସହର ନୁଆଁଗା ନିକଟରେ ବହୁ ପୁରାତମ ଏକ ଚିନି କାରଖାନା ଅଛି | ଏହି କାରଖାନା ହେଉଛି ଦକ୍ଷିଣ ଏସିଆର ପ୍ରଥମ ଚିନି କାରଖାନା ଯାହାିକି ୧୯୬୩ ମସିହାରେ ପ୍ରତିଷ୍ଠିତ ହୋଇଥିଲା ।
ସାଧାରଣତଃ ଏହି କାରଖାନା ରେ ଅାଖୁରୁ ଚିନି ପ୍ରସ୍ତୁତ କରାଯାଏ ଏବଂ ବଳକା ଦ୍ରବ୍ଯ କୁ storage କରାଯାଇ ସେଥିରୁ Alcohol ବା ମଦ ପ୍ରସ୍ତୁତ କରାଯାଏ ।
ଏହା ଅନ୍ୟ ମଦ ଅପେକ୍ଷା ଶସ୍ତା ଅଟେ, ତେଣୁ ସାଧାରଣ ଲୋକମାନେ ଏହାକୁ କମ୍ ପଇସାରେ ପିଅନ୍ତି , ଏହା ଅନ୍ୟ ମଦ ଅପେକ୍ଷା ଅଧିକ ନିଶା ହୋଇଥାଏ ଏବଂ ଏହା ବିଷାକ୍ତ ମଧ୍ଯ ଅଟେ ।
ଆଗୁରୁ ଲୋକମାନେ ଫ୍ରୁଟି (Fruity) କହୁଥିଲେ କିନ୍ତୁ ଧିରେ ଧିରେ ଏହା 'ଆସ୍କା ୪୦' ଭାଵରେ ଓଡିଶାରେ ପ୍ରସିଦ୍ଧ ହୋଇଗଲା।
0 Comments