ଆସ୍କା ୪୦ ର ନାମକରଣ l Name behind ASKA 40

 ଗଞ୍ଜାମ ଜିଲ୍ଲା ର ଆସ୍କା ସହର ନୁଆଁଗା ନିକଟରେ ବହୁ ପୁରାତମ ଏକ ଚିନି କାରଖାନା ଅଛି  | ଏହି କାରଖାନା ହେଉଛି ଦକ୍ଷିଣ ଏସିଆର ପ୍ରଥମ ଚିନି କାରଖାନା ଯାହାିକି ୧୯୬୩ ମସିହାରେ ପ୍ରତିଷ୍ଠିତ ହୋଇଥିଲା ।


ସାଧାରଣତଃ ଏହି କାରଖାନା ରେ ଅାଖୁରୁ ଚିନି ପ୍ରସ୍ତୁତ କରାଯାଏ ଏବଂ ବଳକା ଦ୍ରବ୍ଯ କୁ storage କରାଯାଇ ସେଥିରୁ  Alcohol ବା ମଦ ପ୍ରସ୍ତୁତ କରାଯାଏ ।

 

ଏହା ଅନ୍ୟ ମଦ ଅପେକ୍ଷା ଶସ୍ତା ଅଟେ, ତେଣୁ ସାଧାରଣ ଲୋକମାନେ ଏହାକୁ କମ୍ ପଇସାରେ ପିଅନ୍ତି , ଏହା ଅନ୍ୟ ମଦ ଅପେକ୍ଷା ଅଧିକ ନିଶା ହୋଇଥାଏ ଏବଂ ଏହା ବିଷାକ୍ତ ମଧ୍ଯ ଅଟେ ।

ଆଗୁରୁ ଲୋକମାନେ ଫ୍ରୁଟି (Fruity)   କହୁଥିଲେ କିନ୍ତୁ ଧିରେ ଧିରେ ଏହା 'ଆସ୍କା ୪୦' ଭାଵରେ ଓଡିଶାରେ ପ୍ରସିଦ୍ଧ ହୋଇଗଲା।

Post a Comment

0 Comments